#ଛତିଆ_ପ୍ରସିଦ୍ଧ_ରଞ୍ଜୁ_ଭାଇଙ୍କ_ଛେନା_କାକରା
ଦଶ ଟଙ୍କାରେ ପେଟ ଫୁଲ,ଦାମ୍ ଯେମିତି ସ୍ଵାଦ ସେମିତି,ଭିନ୍ନ ଟେଷ୍ଟ ସାଙ୍ଗକୁ ନିଆରା ମଜା ରଞ୍ଜୁ ଭାଇଙ୍କ ଛେନା କାକରା,ଆସ ଖାଇବା ସୁଆଦିଆ ରଞ୍ଜୁ ଭାଇଙ୍କ ଛେନା କାକରା...।
#ArgusNews #Chhatia #chhatiakakara #ChenaKakara #famous #deliciousfood #Odisha