କ୍ଷେତ୍ର ପରିଦର୍ଶନ ରେ ଯିବେ ମହାନଦୀ ଟ୍ରିବ୍ୟୁନାଲର 3 ଜଣିଆ ଖଣ୍ଡପୀଠ !
ପ୍ରଥମେ ଛତିଶଗଡ଼କୁ ପରିଦର୍ଶନରେ ଯିବେ ଟ୍ରିବ୍ୟୁନାଲ । ଏହି କ୍ଷେତ୍ର ପରିଦର୍ଶନ 2ଟି ପର୍ଯ୍ୟାୟରେ କରାଯିବ
#ArgusNews #NewDelhi #MahanadiIssue #Tribunal #Chhatishgarh