ଅନୁଗୋଳ ଜିଲ୍ଲା ଛେଣ୍ଡିପଦା ବ୍ଲକ୍ ନୂଆଗାଁ ଗ୍ରାମରେ ୨ମାସ ମଧ୍ୟରେ ଅଜଣାରୋଗରେ ୫୦ରୁ ଅଧିକ ଛେଳିର ମୃତ୍ୟୁ ହୋଇଥିବା ବେଳେ ପ୍ରାଣୀଧନ ବିଭାଗର ଡାକ୍ତର ମାନେ ରୋଗ ଚିହ୍ନି ନପାରୁଥିବାରୁ ଚାଷୀଙ୍କ ମୁଣ୍ତରେ ଏବେ ଚଡକ ପଡିଛି l
#ArgusNews #Angul #Chhendipada #GoatDeath #unknowndisease #animalhusbandrydepartment #Odisha