#କୁକୁଡା_ତରକାରୀ_ପାଇଁ_ଥାନାରେ_FIR
ଏକ ପଲିଥିନରେ ଦେଶୀ କୁକୁଡ଼ା ତରକାରୀ ଧରି କୋରାପୁଟର ଜଣେ ବିଜେଡି ନେତା ଟାଉନ୍ ଥାନାକୁ ଆସି FIR ଦେଇଥିଲେ। ସେ ଏହି ତରକାରୀକୁ ସାଙ୍ଗରେ ଆଣି କୁକୁଡା ମାଂସ ବିକିଥିବା ଦୋକାନୀଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଜାଣନ୍ତୁ କାହିଁକି....।
#ArgusNews #chickencurry #desichickencurry #FIR #PoliceComplaint #Koraput #Odisha