ରାଜଧାନୀର ୪ ନଂ. ହାଟକୁ ଗଲେ ଆପଣଙ୍କୁ ମାଛରେ ସନ୍ତୁଷ୍ଟ ହେବାକୁ ପଡିବ । ଆଇଁଷ ଡାହାଣା ହେଇଥିଲେ ଚିକେନ୍ କି ମଟନ୍ ଆଡକୁ ମନ ଚାଲିଯିବ, ଏ କଥା ସତ । କିନ୍ତୁ ରେଟ୍ ଶୁଣିବା ପରେ ଆପଣ ପକେଟରେ ହାତ ମାରି ପଛଘୁଞ୍ଚା ଦେଇପାରନ୍ତି। ଇଦ୍ ପରଠୁ ଚିକେନ୍ ଦର ବଢିବାରେ ଲାଗିଛି । ସପ୍ତାହକ ଭିତରେ ୭୦ଟଙ୍କା ବଢିଛି ଦର । ଆଗକୁ କଣ ହେଉଛି ଦେଖନ୍ତୁ ।
#Bhubaneswar #chickenprice #marketprice #Odisha #ArgusNews #ChickenRate