ଆଜି ପୁରୀ ସୁଆଣ୍ଡୋ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଉତ୍କଳମଣି ପଣ୍ଡିତ ଗୋବପନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତିର କରିବେ ଲୋକାର୍ପଣ । ନବନିର୍ମିତ ପ୍ରକଳ୍ପର କରିବେ ପରିଦର୍ଶନ । ଏଥିପାଇଁ ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି ।
#ArgusNews #ChiefMinister #NaveenPatnaik #Puri #SuandoVisit #Odisha