#ମାଲକାନଗିରିରେ_ପୁଣି_ପିଲାମୃତ୍ୟୁ_ଆତଙ୍କ
#ଅଜଣା_ରୋଗରେ_ଯାଉଛି_ଜୀବନ
ମାଲକାନାଗିରିରେ ଅଜଣା ରୋଗର ଭୟ । କୋଲାଗଣ୍ଡା ଆଶ୍ରମ ବିଦ୍ୟାଳୟରେ ବ୍ୟାପିଛି ଅଜଣାରୋଗ । 3 ଦିନରେ ଗଲାଣୀ 2 ଜୀବନ , 10 ଗୁରୁତର । ଲୋକେ, ଭୟଭୀତ । ହେଲେ ପ୍ରଶାସନ ସାଜିଛି ନିଦାବିଷ୍ଣୁ
#Unknowndisease #Child #Malkangiri #Odisha #ArgusNews