ୟୁନିୟନ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆର ପରିଚାଳନା ନିର୍ଦ୍ଦେଶକ ତଥା ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏ.ମଣୀମେଖାଲାଇ ଏବଂ ଆଦୃତ ଶିଶୁ ସଦନର ସଂସ୍ଥାପକ ଆଦିତ୍ୟ ମହାନ୍ତି କର୍ପୋରେଟ୍ ସାମାଜିକ ଦାୟିତ୍ବବୋଧତା କାର୍ଯ୍ୟକ୍ରମ ଅଂଶବିଶେଷ ଶିଶୁ ସଦନର ପିଲାମାନଙ୍କୁ ବେଡ଼ସିଟ, ସ୍କୁଲ ବ୍ୟାଗ୍ ଏବଂ ଜୋତା ଇତ୍ୟାଦି ବଣ୍ଟନ କରିଥିଲେ । ଏହି ଅବସରରେ ମେଖାଲାଇ କହିଥିଲେଯେ , ୟୁନିୟନ୍ ବ୍ୟାଙ୍କ ସଦା ସର୍ବଦା ସାମାଜିକ କାର୍ଯ୍ୟ କରିବାରେ ନିଜର ଦାୟିତ୍ଵ ନିର୍ବାହ କରିଛି ।
#Bhubaneswar #UnionBankOfIndia #ChildDevelopment #Program #Odisha #ArgusNews