#ଜିଲ୍ଲା_ମୁଖ୍ୟ_ଚିକିତ୍ସାଳୟରୁ_ପିଲା_ଚୋରି
ରାୟଗଡ଼ାରେ ଦିନ ଦିପହରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରୁ ଗୋଟିଏ ଏକ ବର୍ଷର ଶିଶୁପୁତ୍ରକୁ ଚୋରିକରି ଫେରାର ହେଲା ଚୋର। ସିସି ଟିଭି ଫୁଟେଜରେ କଏଦ ହେଲା ଦୃଶ୍ୟ। ମେଡିକାଲ ପକ୍ଷରୁ ପୋଲିସ ଥାନାରେ ଏତଲା...। ଦେଖନ୍ତୁ ସେହି ଦୃଶ୍ୟ...।
#Raygada #ChildTheft #CCTVFootage #DistrictHeadquartersHospital #Odisha #ArgusNews