#ଶିଶୁଙ୍କ_ମଧ୍ୟାହ୍ନ_ଭୋଜନ_ଚାଉଳ_ହଡ଼ପ
ପ୍ରତି ବସ୍ତାରେ ୨/୩ କେଜି ଚାଉଳ କମ୍ ରହୁଥିବା ଅଭିଯୋଗ
ଏଭଳି ଅବ୍ୟବସ୍ଥା ଭିତରେ ଚାଲିଛି ସରକାରୀ ସ୍କୁଲ । ଯାହାର ବଡ଼ ଉଦାହରଣ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ । ସରକାର ଙ୍କ ନିୟମ ଅନୁସାରେ ମୁଣ୍ଡା ପିଛା 100 ଗ୍ରାମ ଚାଉଳ ସହ 25 ଗ୍ରାମ ଡାଲି ଦେବାର ନିୟମ ରହିଛି । ହେଲେ ଗ୍ରାଉଣ୍ଡରେ ସ୍ଥିତି ଭିନ୍ନ
#Koraput #School #Rice #Odisha #ArgusNews