#ଖାଇଗଲେ_ପିଲାକଁର୍_ଚାଉଲ୍_ଆର୍_ଟଁକା
#୨_ବଛର୍_ହେଲା_ଚାଲିଥିଲା_କାରବାର୍
୦୨୦-୨୧ ଆର୍ ୨୧-୨୨ ଦୁଇ ବଛର୍ କରୋନା ସମିୟାନେ ସରକାର ସବୁ ସ୍କୁଲ ପିଲାଙ୍କୁ ଚାଉଳ ସଙ୍ଗେ ଟଁକା ଦେବାକେ ଘୁଷନା କରିଥିଲେ । କିନ୍ତୁ ସରକାର୍ ଦେଇଥିବାର୍ ଚାଉଲ୍ ଆର୍ ଟଁକା ପ୍ରଧାନ ଶିକ୍ଷକ ଲୁଟି ନେଉଥିବାର୍ ଅଭିଯୋଗ୍ ହେଇଛେ । ସମ୍ବଲପୁର ଜିଲ୍ଲା କୁଚିଣ୍ଡା ବ୍ଲକ ତେଲିତିଲେଇମାଲ ପଞ୍ଚାୟତନୁ ମିଲିଛେ ଇଖବର ।
#sambalpur #Kuchinda #School #MidDayMeal #Odisha #ArgusNews