ଶିକ୍ଷା ପାଇଁ ବାଜିରେ ଲାଗିଛି ଜୀବନ
ବିପଦପୂର୍ଣ୍ଣ କାଠ ପୋଲ ପାର ହୋଇ ସ୍କୁଲ ଯାଉଛନ୍ତି ଛାତ୍ରଛାତ୍ରୀ । ବାରମ୍ବାର ଅଭିଯୋଗ ପରେ ମଧ୍ୟ ନିର୍ମାଣ ହେଉନି ପୋଲ । ଗଜପତି କଟାମା ପଞ୍ଚାୟତରୁ ଆସିଲା ଅଭାବନୀୟ ଦୃଶ୍ୟ ।
#villagers #children #woodenpole #walking #dangerous #construction #Gajapati #ArgusNews