#ଶୁଷ୍କ_ଚିଲିକା_ପାଇଁ_ମତ୍ସ୍ୟଜୀବୀ_ଦାଦନ
ପୁରୀ କୃଷ୍ଣପ୍ରସାଦ ବ୍ଲକ ଅରଖକୁଦା ପଞ୍ଚାୟତର ୩ ପଡା ଗାଁରେ କୂଳବେଉସା ହରାଇଛନ୍ତି ୧୦ହଜାର ମତ୍ସ୍ୟଜୀବୀ । ଚିଲିକାକୁ ସଂଯୋଗ ହୋଇଥିବା 52ଟି ନଦୀନାଳର ପଟୁମାଟି ଯୋଗୁଁ ପୋତି ହୋଇଯାଉଛି ଚିଲିକା। ସିଡିଏ ଚୁପ୍ , ଜଙ୍ଗଲ ବିଭାଗ ଆଖିରେ ଅନ୍ଧପୁଟୁଳି ।
#ArgusNews #Chilika #nature #fisherman #dadanlabour #DryRiver #Odisha