ଚୀନ ଓ ତାଜକିସ୍ତାନରେ ବଡ଼ ଭୂକମ୍ପ । ଭୂକମ୍ପ ଝଟକାରେ ଥରିଲା ଚୀନ୍ ଓ ତାଜକିସ୍ତାନ । ଉଭୟ ଦେଶରେ 7.3 ତୀବ୍ରତାର ଭୂକମ୍ପ ଝଟକା ଅନୁଭୂତ । ତାଜକିସ୍ତାନର ସୀମାନ୍ତରେ ଅନୁଭୂତ ହେଲା ଭୂକମ୍ପର ଝଟକା । ଚୀନର ଝିଜିୟାଙ୍ଗ ପ୍ରଦେଶରେ ବଡ଼ ଭୂମିକମ୍ପ ।
#ArgusNews #China #Tajikistan #earthquake #Odisha