ଭିସୁଟ ଛାତ୍ରୀ ଚିନ୍ମୟୀ ସାହୁ ମୃତ୍ୟୁ ମାମଲା । ପ୍ରୀତିମାନ ଏବଂ ମାନସଙ୍କ ହେବ ଲାଇ ଡିଟେକ୍ସନ ଟେଷ୍ଟ । ଭୁବନେଶ୍ବର ଫରେନସିକ ଲାବରେ ଟେଷ୍ଟ ଲାଇ ଡିଟେକ୍ସନ ଟେଷ୍ଟ ହେବା ନେଇ ସୂଚନା। ପ୍ରୀତିମାନଙ୍କ ସହ ମାନସ ଟୁଡୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ହେବ ।
#ArgusNews #ChinmayeeDeathcase #LieDetectorTest #Bhubaneswar #Odisha