#ଭିସୁଟ୍_ଛାତ୍ରୀ_ଚିନ୍ମୟୀ_ମୃତ୍ୟ_ଘଟଣା
ଅଭିଯୁକ୍ତ ପ୍ରୀତିମାନ ଦେ ଓ ମାନସ ଟୁଡୁ କଲେ ସିନ୍ ରିକ୍ରିଏସନ । ବୁର୍ଲା ପୋଲିସ ଘଟଣାସ୍ଥଳକୁ ରାତି ଅଧିଆ ନେଇ ସିନ୍ ରିକ୍ରିଏସନ କରିଛି । କିଭଳି ଘଟଣା ଘଟିଥିଲା ସେନେଇ ଡେମୋ ଦେଖାଇଛନ୍ତି...।
#ArgusNews #VSSUTStudent #ChinmayeePriyadarshini #PritimanDey #CrimeSceneRecreation #Odisha