ଓଡିଆଙ୍କ ସବୁ ପର୍ବ ଭିତରେ ଚିତାଲାଗି ଅମାବାସ୍ୟା ବା ଚିତଉ ଅମାବାସ୍ୟା ଅନ୍ୟତମ । ଏହି ଦିନ ଗେଣ୍ଡା ଆଦି ଜଳଚର ପ୍ରାଣୀଙ୍କ ଉଦ୍ଦେଶ୍ୟରେ ଚିତଉ ଓ ଗଇଁଠା ଆଦି ପିଠା ଅର୍ପଣ କରାଯାଇଥାଏ । ଖୋର୍ଦ୍ଧା ଜିଲ୍ଲାରେ ଏହି ପରମ୍ପରା ପାଳନ କରାଯାଉଥିବା ଦୃଶ୍ୟ ଦେଖିବାକୁ ମିଳିଛି ।
#Khurdha #ChitalagiAmabasya #goodcrops #odiaculture #Odisha #ArgusNews