#ଉପାନ୍ତ_ଅଞ୍ଚଳରେ_ଲୋକେ_ହଟହଟା
ଶୁଦ୍ଧ ପାନୀୟ ଜଳ ଘରେ ଘରେ ପହଞ୍ଚେଇବା ପାଇଁ ରାଜ୍ୟ ସରକାର ଯୋଜନା ଉପରେ ଯୋଜନା କରୁଛନ୍ତି। ସେଥିପାଇଁ ସରକାରଙ୍କ ରାଜ କୋଷରୁ କୋଟି କୋଟି ଅର୍ଥ ବ୍ୟୟ କରୁଛନ୍ତି। ମାତ୍ର ସରକାରୀ କର୍ମଚାରୀଙ୍କ ଉଦାସୀନତା ପାଇଁ ବୁନ୍ଦାଏ ପାନୀୟଜଳ ପାଇଁ ଡହଳ ବିକଳ ହେଉଛନ୍ତି ସାଧାରଣ ନିରୀହ ଆଦିବାସୀ ଲୋକେ।
#ArgusNews #WaterProblem #Malkangiri #Chitrakonda #drinkingwater #PublicIssue #Odisha