#ସଙ୍କଟରେ_ରାଜ୍ୟର_ସିନେମା_ହଲ୍
୯୦ ଦଶକରେ ୧୨୦ରୁ ଅଧିକ ହଲ୍ ବନ୍ଦ ହୋଇ ହୋଇ ଏବେ ପହଞ୍ଚିଲାଣି ୬୦ ରେ । ବଡ କଥା, ଯେଉଁ କେନ୍ଦ୍ରାପଡ଼ା, ନୟାଗଡ ଏବଂ ପୁରୀରେ ହଲ୍ ଗୁଡିକ ହାଉସଫୁଲ୍ ଚାଲୁଥିଲା ଏବେ ସେଠି ହଲ୍ ନାହିଁ କହିଲେ ଚଳେ। ବଡ ପ୍ରଶ୍ନ, କାହିଁକି ଫିଲ୍ମ ହଲ୍ ନେଇ ସରକାରଙ୍କ ଆନ୍ତରିକତାର ଅଭାବ ?
#ArgusNews #CinemaHall #OdishaGovt #Odiafilmbusiness #demolished #Odisha