ପ୍ରଚାର ପାଇଁ ସୁଆଣ୍ଡୋ ଯାଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଫ୍ୟାନ ଖଗେଶ୍ବର । ଭିଡ଼ିଓ କରି ମମିତା ମେହେର ଆଉ ବେବିନା ବିଷୟରେ କିଛି କହିବା ପାଇଁ କହିଲେ ସାଧାରଣ ଲୋକେ । ଥଣ୍ଡା ହେବା ପାଇଁ ଆଇସ୍କ୍ରିମ ଖାଉଥିବା ଖଗେଶ୍ବର ସାଧାରଣ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବେ କଣ ସିଧା ଘଟଣା ସ୍ଥଳରୁ ଚମ୍ପଟ ମାରିଲେ
#ArgusNews #Bhubanewar #CMFan #Khageswar #Odisha