#ଶୋଷଣର_ଶିକାର_ସଫେଇ_କର୍ମଚାରୀ
ବର୍ଷ ବର୍ଷ ଧରି ଶୋଷଣର ଶିକାର ସଫେଇ କର୍ମଚାରୀ । ମୁହଁ ଖୋଲିଲେ ଚାକିରୀରୁ ବିଦା । ସ୍ଵଳ୍ପ ବେତନରେ ଠିକା ସଂସ୍ଥା ଅଧିକ ପରିଶ୍ରମ କରାଉଥିବା ଅଭିଯୋଗ । ଆମରଣ ଅନଶନରେ CMC ସଫେଇ କର୍ମଚାରୀ ।
#ArgusNews #CMC #cleaningstaff #Protest #Odisha
Be the first to know any news. You will get latest stories and video updates through the day. You can turn them off anytime.