ବନ୍ଧୁ ମିଳନ ନାଁରେ ସିଏମସି ସହିଦ ଭବନରେ ବିବାହ ଘର ଭୋଜିର ବିଶାଳ ଆୟୋଜନ। କର୍ତ୍ତୃପକ୍ଷଙ୍କ ଆଖିରେ ଆଙ୍ଗୁଠି ଗେଜି ଓ ସବୁ ନିୟମକୁ ଜଳାଞ୍ଜଳି ଦେଇ ଏପରି ବିବାହ ଘର ଭୋଜିର ଆୟୋଜନକୁ କିଏ ଦେଲା ଅନୁମତି। ସିଏମସି କାର୍ଯ୍ୟାଳୟ ସମ୍ମୁଖରେ ଏପରି ବିଶାଳ ଆୟୋଜନ କରାଯାଇଥିଲା ସୁଧା କିପରି ଜାଣି ପାରିଲେ ନାହିଁ ସିଏମସି କର୍ତ୍ତୃପକ୍ଷ
#ArgusNews #Cuttack #CMC #SahidBhawan #Marriage #Odisha