ଠାକୁରମୁଣ୍ଡା ବିଜେପି ପକ୍ଷରୁ ଠାକୁରମୁଣ୍ଡା ବ୍ଲକ ସମୁଖରେ ହିତାଧିକାରୀ ଏକତ୍ରିତ ହୋଇ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ଅଭିଯୋଗରେ ଠାକୁରମୁଣ୍ଡା ବିଡିଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକପତ୍ର ପ୍ରଦାନ କରାଯାଇଛି....।
#ArgusNews #BJP #CMOOdisha #memorandum #karanjia #Odisha