#ମୋବାଇଲ_ଖୋଲିଲା_କୋକେନ୍_ସିକ୍ରେଟ
#କୋକେନ୍_ପଛରେ_ବିଦେଶୀ_ଲିଙ୍କ
କୋକେନ୍ ପେଡଲରଙ୍କ ଟାର୍ଗେଟରେ ଥିଲା ଭୁବନେଶ୍ୱର । ଆଉ ରାଜଧାନୀର କୋକେନ୍ ବେପାରୀଙ୍କ ଟାର୍ଗେଟରେ ଥିଲେ ପୁରୀର ବିଦେଶୀ ପର୍ଯ୍ୟଟକ । ଓଡିଶାରୁ ଲମ୍ବିଥିଲା 6 ଟି ଦେଶକୁ ବଡ଼ ନେଟୱର୍କ । ହକି ବିଶ୍ବୂକପ ପାଇଁ କୋକେନ ବଜାର ପ୍ରସ୍ତୁତ ହେଉଥିବା ସନ୍ଦେହ କରୁଛି କ୍ରାଇମବ୍ରାଞ୍ଚ ।
#Bhubaneswar #cocain #network #hoki #visitors #CrimeBranch #odisha #ArgusNews