ନଡିଆ ଚାଷୀଙ୍କ ପାଇଁ ସଞ୍ଜିବନୀ ସାଜିଛି ନାରିକେଳ ଉନ୍ନୟନ ବୋର୍ଡ । କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନା ମାଧ୍ୟମରେ ଚାଷୀଙ୍କୁ ମିଳୁଛି ସବସିଡି । ଚାଷର ତାଲିମଠାରୁ ଆରମ୍ଭ କରି ବୀମା ପର୍ଯ୍ୟନ୍ତ ବିଭିନ୍ନ ସୁବିଧା ଯୋଗାଉଛି ବୋର୍ଡ ।
#coconutfarmers #variousschemes #cultivatingcoconuts #farmingtraining #benefits #ArgusNews