ଯେଉଁ ବୟସରେ ପାପାଙ୍କ ପରୀ ଭାବି ଝିଅ ମାନେ ଫୁଲେଇ ହୋଇଥାନ୍ତି ସେହି ବୟସରେ କେନ୍ଦ୍ରାପଡା ୧୨ ନମ୍ବର ୱାର୍ଡର ବାସିନ୍ଦା ନାଜିଆ ଫିରଦୋସ ପିତା ସ୍ନେହରୁ ବଂଚିତ ହେବା ସାଙ୍ଗକୁ ପରିବାରର ବୋଝ ବୋହିବା ପାଇଁ ପାତି ଦେଇଛନ୍ତି କାନ୍ଧ....।
#ArgusNews #GoodNews #collegegirl #strugglestory #GarbageVehicle #Kendrapada #Odisha