କଟକ ଜିଲ୍ଲା ଚୌଦ୍ୱାର ପୌରପାଳିକାର ବିଭିନ୍ନ ୱାାର୍ଡରେ ବିଜେପିର ପୌର ଅଧ୍ୟକ୍ଷ ପ୍ରାର୍ଥିନୀ ଇଂ ଦେବସ୍ମିତା ନାୟକଙ୍କ ସହ ଘର ଘର ବୁଲି ଭୋଟଭିକ୍ଷା କରୁଛନ୍ତି ଷ୍ଟାର ପ୍ରଚାରକ ହାସ୍ୟ ଅଭିନେତା ହରିହର ମହାପାତ୍ର।
#Cuttack #Choudwar #ElectionCampaign #MunicipalElection #BJP #StarCampaigners #comedian #Odisha #ArgusNews