#ଅଶାନ୍ତ_ରାଜଧାନୀ!
#ଲୁଟେରାଙ୍କ_ଟାର୍ଗେଟରେ_ଗହଣା_ବ୍ୟବସାୟୀ
ରାତିର ଅନ୍ଧାରରେ ଗୁଳି କରି ହେଉଛି ଲୁଟ୍। ଅପରାଧୀଙ୍କୁ ପାଇଁ ଏହା ନିତିଦିନିଆ କଥା ହୋଇଥିବା ବଳେ, ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ପୋଲିସ୍। ଅନ୍ଧାରରେ ବାଡି ବୁଲାଉଛି ସିନା କିନ୍ତୁ ଲୁଟେରାଙ୍କୁ ଧରି ପାରୁନି କମିଶନରେଟ ପୋଲିସ..।
#Bhubaneswar #Loot #jwelleryshop #Gunshot #CommissioneratePolice #failed #Odisha #ArgusNews