ଆଉ ଦିନ କେଇଟା ପରେ ଆଲୋକର ପର୍ବ ଦୀପାବଳି । ଦୀପାବଳି ଓ କାଳୀପୂଜାକୁ ସୁରୁଖୁରୁରେ ସାରିବା ପାଇଁ ପ୍ରାକ ପ୍ରସ୍ତୁତି ଆରମ୍ଭ କରିଛି କଟକ କମିଶନରେଟ ପୋଲିସ । ଯେଉଁ ଯେଉଁ ସ୍ଥାନରେ ବାଣ ବିକ୍ରି ପାଇଁ ଅନୁମତି ମିଳିଛି କେବଳ ସେହି ଜାଗାରେ ହି ବାଣ ବିକ୍ରି ପାଇଁ ଅନୁମତି ଦିଆଯିବ...।
#Diwali #CommissioneratePolice #preparation #Odisha #ArgusNews