#ସୁପାରୀ_କିଲରକୁ_ଏନକାଉଣ୍ଟର
ରାଜଧାନୀରେ ଗର୍ଜିଲା ବନ୍ଧୁକ । ବିଳମ୍ବିତ ରାତ୍ରୀରେ କମିସନରେଟ ପୋଲିସର ଏନକାଉଣ୍ଟର । ପୋଲିସ ଗୁଳିରେ ଆହତ ହେଲା ଦୁର୍ଦ୍ଦାନ୍ତ ଅପରାଧୀ ଜିତେନ୍ଦ୍ର ପଲେଇ ଓରଫ ଜିତୁ । ଖାରବେଳନଗର ଥାନାରେ ବୋମାମାଡ଼ ସହ ବହୁ ଅପରାଧରେ ସମ୍ପୃକ୍ତ ଥିଲା ଜିତୁ । ଫେରାର ଜିତୁକୁ ଧରିବାକୁ ପୋଲିସ ରଚିଥିଲା ଚକ୍ରବ୍ୟୁହ।
#ArgusNews #Bhubaneswar #CommissioneratePolice #Encounter #criminal #JitendraPalai #Odisha