#ଡାଇରୀ_ମୋବାଇଲ୍_ମିଷ୍ଟ୍ରି
#ପ୍ରମାଣ_ନଷ୍ଟ_ମିଶନରେ_କମିଶନରେଟ୍_ପୋଲିସ
ସମୀର-ଅର୍ଚ୍ଚନା କେଳେଙ୍କାରୀ ଉପରେ ଘଣ୍ଟଘୋଡା ଅଭିଯାନ। ପ୍ରମାଣ ନଷ୍ଟ ମିଶନରେ କମିଶନରେଟ୍ ପୋଲିସ । ଅର୍ଚ୍ଚନାଙ୍କ ଡାଇରୀରେ ରହିଛି କି ମନ୍ତ୍ରୀ, ବିଧାୟକ, ସାଂସଦଙ୍କ ନାଁ ? ସେପଟେ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ମାମଲାକୁ ମାସେ ବିଜିଥିଲେ ବି ସବୁ ପ୍ରମାଣ ସତ୍ତ୍ବେ ମନ୍ତ୍ରୀ ସମୀର ଦାସଙ୍କୁ ତଦନ୍ତ ପରିସରକୁ ଆଣିଲାନି କମିଶନରେଟ ପୋଲିସ
#ArchanaNag #DharmendraSahoo #Controversy #Police #Odisha #ArgusNews