#ମୃଦୁ_ପାନୀୟ_କମ୍ପାନୀରେ_କମିଶନରେଟ_ପୋଲିସର_ରେଡ଼
କଟକ ଜଗତପୁର ଠାରେ ଥିବା ମୃଦୁ ପାନୀୟ କମ୍ପାନୀରେ ରେଡ଼ । ନିମ୍ନ ମାନର କଞ୍ଚା ମାଲ ବ୍ୟବହାର କରି ପ୍ରସ୍ତୁତ ହେଉଥିଲା ମୃଦୁ ପାନୀୟ । ମିଳିତ ଭାବେ ରେଡ଼ କଲା ଜଗତପୁର ପୋଲିସ ଓ ସ୍ୱାସ୍ଥ୍ୟ ବିଭାଗ । ବିପୁଳ ପରିମାଣର ମୃଦୁ ପାନୀୟ ଜବତ ।
#Cuttack #drinkscompany #Raid #jagatshingpur #police #Odisha #ArgusNews