#ଆଦିମ_ଜନଜାତି_ଯୁବକ_କଲେ_ଆତ୍ମହତ୍ୟା
ପୋଲିସ ନାଁରେ ସାଙ୍ଘାତିକ ଅଭିଯୋଗ । ନିର୍ଯାତନା ସହି ନ ପାରି ଯୁବକର ଆତ୍ମହତ୍ୟା। ନ୍ୟାୟ ପାଇଁ ଏସପିଙ୍କୁ ଫେରାଦ ହେଲେ ପରିବାର ଲୋକେ । ପ୍ରଶ୍ନ ପୋଲିସ ତଦନ୍ତ ଠିକ୍ କରିବତ ? ନା ନିଜ ବିଭାଗର ଅଧିକାରୀଙ୍କୁ ସୁରକ୍ଷା ଦେବ ।
#ArgusNews #Mayurbhanj #Morada #PoliceAllegations #Odisha