#ବର୍ଜ୍ୟବସ୍ତୁ_ପରିଚାଳନା_ସମ୍ପର୍କିତ_ଜାତୀୟ_ସମ୍ମିଳନୀ
ଇଣ୍ଡିଆନ ଚାମ୍ବର ଅଫ୍ କମର୍ସ (ଆଇସିସି) ଓ ରାଜ୍ୟ ପ୍ରଦୁଷଣ ନିୟନ୍ତ୍ରଣ ବୋର୍ଡ଼ର ମିଳିତ ଆନୁକୁଲ୍ୟରେ ସର୍କୁଲାର ଇକୋନୋମି ଉପରେ ଏକ ଜାତୀୟ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ।
#ArgusNews #conference #CircularEconomy #collaboration #IndianChamberofCommerce #PollutionControl #Odisha #Bhubaneswar