ଆକାଶ BYJU ପକ୍ଷରୁ ବାଲ ପୁରସ୍କାରପ୍ରାପ୍ତ ସମ୍ଭବ ମିଶ୍ରଙ୍କୁ ସମ୍ଭର୍ଦ୍ଧନା। ଏହି କାର୍ଯ୍ୟକ୍ରମରେ ସେଣ୍ଟରର ସମସ୍ତ ଅଧକାରୀ ଉପସ୍ଥିତ ରହିଥିଲେ। ସମ୍ଭବ ମିଶ୍ର ବାଲ ପୁରସ୍କାର ପାଇବା ସେଣ୍ଟର ପାଇଁ ଗର୍ବର ବିଷୟ ବୋଲି ସେଣ୍ଟର ପକ୍ଷରୁ କୁହାଯାଇଛି
#ArgusNews #SambhavMishra #Award #AkashBYJU #Odisha