#ନୂଆ_ମନ୍ତ୍ରୀଙ୍କୁ_ସମ୍ବର୍ଦ୍ଧନାର_ସୁଅ
ଶପଥ ନେବା ପରେ ଦପ୍ତର ଯାଇ କାର୍ଯ୍ୟଭାର ଗ୍ରହଣ କରୁଛନ୍ତି ମନ୍ତ୍ରୀ । ସେପଟେ ବିଦାୟୀ ମନ୍ତ୍ରୀଙ୍କୁ ନବୀନ ନିବାସ ଡକାଇ ବୁଝାଇଲେ ମୁଖ୍ୟମନ୍ତ୍ରୀ । ସଙ୍ଗଠନରେ ସକ୍ରିୟ ରହି ୨୪ ପାଇଁ କାମ କରିବାକୁ ପରାମର୍ଶ । ଖୁବଶୀଘ୍ର ସଙ୍ଗଠନ ସମେତ ସମସ୍ତ ନିଗମ ଓ ଉପଦେଷ୍ଟା କ୍ଷେତ୍ରରେ ହେବ ବଡ ପରିବର୍ତ୍ତନ ।
#Minister #CabinetReshuffle #ArgusNews #Odisha