ନେସନାଲ କଂଗ୍ରେସରରାଜ୍ୟ କାର୍ଯ୍ୟାଳୟରେ ପାଳନ ହୋଇଯାଇଛି ୭୪ତମ ସାଧାରଣତନ୍ତ୍ର ଦିବସ ।
ଏହି ଦିବସ ଅବସରରେ ପୂର୍ବତନ ରାଜ୍ୟ କଂଗ୍ରେସ ସଭାପତି ପ୍ରସାଦ ହରିଚନ୍ଦନ ପତାକା ଉତ୍ତୋଳନ କରିଥିଲେ । ଓଡିଶା ଲୋକଙ୍କ ସେବା କରିବା, ମୌଳିକ ଅଧିକାର ପଂହଚାଇବା ଏ ସାଧାରଣତନ୍ତ୍ର ଦିବସର ସଂକଳ୍ପ ବୋଲି କହିଛନ୍ତି । କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ ଜଟଣୀ ବିଧାୟକ ସୁର ରାଉତରାୟ, କଂଗ୍ରେସ ଅନ୍ୟାନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ ।
#ArgusNews #Bhubaneswar #CongressBhawan #RepublicDay #Celebration #Odisha