ଚାଷୀ ମାନଙ୍କୁ ମିଛ କହୁଛନ୍ତି ପ୍ରମିଳା ମଲ୍ଲିକ । କେଉଁ ଚାଷୀ ମାନଙ୍କୁ ବୋନସ ଦିଆଯାଇଛି ଥରେ ତାଲିକା ପ୍ରସ୍ତୁତ କରି ଶ୍ୱେତପତ୍ର ପ୍ରକାଶ କରନ୍ତୁ ବୋଲି କହିଛନ୍ତି କୃଷକ ମୋର୍ଚ୍ଚା ସଭାପତି ଅମିୟ ପଟ୍ଟନାୟକ । ପ୍ରଚାର ମଇଦାନରେ କଂଗ୍ରେସ, ଆଜି ଘରକୁ ଘର ବୁଲି ପ୍ରଚାର କରୁଛନ୍ତି କଂଗ୍ରେସ କୃଷକ ମୋର୍ଚ୍ଚା ସଭାପତି ଅମିୟ ପଟ୍ଟନାୟକ । ଚାଷୀଙ୍କୁ ଭୂୟାଁ ବୁଲାଇବା ବନ୍ଧ କରନ୍ତୁ ଏଥର ଚାଷୀମାନେ ସରକାରଙ୍କୁ ଉଚିତ ଜବାବ ଦେବେ ବୋଲି କହିଛନ୍ତି
#ArgusNews #Baragarh #Padampur #Bypoll #Congress #Electioncampaign #Odisha