#ପୁଣି_ସାମ୍ନାକୁ_ଆସିଲା_କଂଗ୍ରେସ_କେଁ
#କଂଗ୍ରେସ_ବିଧାୟକ_ଦଳ_ସଂପାଦକ_ପଦରୁ_ଇସ୍ତଫା_ଦେଲେ_ମୋକିମ୍
ଥମୁନି କଂଗ୍ରେସ କନ୍ଦଳ । ଶରତ ପଟ୍ଟନାୟକ ନୂଆ ମୁଖିଆ ହେଲେ, କିନ୍ତୁ ପୁରୁଣା ରୋଗରେ ଲାଗୁନି ମଲମ। କଂଗ୍ରେସ ବିଧାୟକ ଦଳ ସଂପାଦକ ପଦରୁ ଇସ୍ତଫା ଦଗେଇଛନ୍ତି କଟକ ବାରବାଟୀ ବିଧାୟକ ମହମ୍ମଦ ମୋକିମ୍। କାହିଁକି ଇସ୍ତଫା ଦେଲେ ସେନେଇ କ୍ୟାମେରା ସାମ୍ନାରେ କିଛି କହିବାକୁ ମନା କରିଦେଇଛନ୍ତି ମୋକିମ୍
#Cuttack #Congress #MLA #MahamodMokim #Odisha #ArgusNews