#ସବୁ_ମୋଦି_ଚୋର୍_ବୟାନ_ପଡ଼ିଲା_ମହଙ୍ଗା
ସଜା ପରେ ରାହୁଲ ଗାନ୍ଧି ହରାଇଛନ୍ତି ସଂସଦ ସଦସ୍ୟତା । ତଥ୍ୟ ପ୍ରମାଣ ସହ ଗାନ୍ଧୀ ପରିବାରକୁ ଘେରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସେପଟେ କଂଗ୍ରେସ କରିଛି ଜରଦାର ପ୍ରତିବାଦ ।
#ArgusNews #Congress #RahulGandhi #UnionMinister #DharmendraPradhan #Delhi #National #LokSabha #membership