ସୂଚନା ମୁତାବିକ ସାଦିକ ଥାନାରେ ଥିବା ଏକ ମାମଲାର ସମାଧାନ କରି ଫେରୁଥିବା ବେଳେ ଥାନା ଗେଟ ନିକଟରେ ଅଜିତ ସିଂ କନେଷ୍ଟବଳ କୌଣସି କାରଣ ନଥାଇ ସାଦିକକୁ ଡାକି ଅଶାଳୀନ ଭାଷାରେ ଗାଳି ଗୁଲଜ କରିଥିଲେ ।
#ArgusNews #Jajpur #policestation #Allegation #Constable #Odisha