#ସ୍ଥାୟୀ_ନିଯୁକ୍ତିର_ଖୋଲିଲା_ଭାନୁମତୀ_ପେଡ଼ି
ଲୋଏର ପିଏମଜିରେ ସ୍ଥାୟୀତ୍ବ ପାଇଁ ହେଉଥିବା ଆନ୍ଦୋଳନର ତାତିକୁ ନେଇ ସରଗରମ ବିଧାନସଭା। ଠିକା କର୍ମଚାରୀଙ୍କ ଆନ୍ଦୋଳନ ପ୍ରସଙ୍ଗରେ ବିଧାନସଭାରେ ଆଜି ବିରୋଧୀ ବିଜେପି ମୁଲତବୀ ପ୍ରସ୍ତାବ ଆଣିଥିବା ବେଳେ ସରକାରଙ୍କୁ ଘେରିଛି....।
#ArgusNews #Bhubaneswar #ContractualEmployees #protest #Assembly #Odisha