#ଗୁମର_ଫିଟିବା_ଭୟ_କି ?
#ସ୍କୁଲ_କ୍ୟାମ୍ପସକୁ_ଗଣମାଧ୍ୟମର_ପ୍ରବେଶ_କଟକଣା_ପରେ_ବଢିଲା_ବିବାଦ
ସ୍କୁଲକୁ ଗଣମାଧ୍ୟମର ପ୍ରବେଶ ଉପରେ ପ୍ରତିବନ୍ଧକ ଭିତରେ ଟିକେ ଏ ଦୃଶ୍ୟ ଉପରେ ନଜର ପକାନ୍ତୁ ।
ଭୁଶୁଡ଼ିଲା 5T ସ୍କୁଲ୍ ଦେବାଲ କାନ୍ଥ। ନିମ୍ନ ମାନର କାମ ହେତୁ ଏହି ଦେବାଲ କାନ୍ଥ ଭୁଶୁଡ଼ି ପଡ଼ିଛି।
#Jagatsingpur #School #Media #Odisha #ArgusNews