ଆଗାମୀ ୨୯ ତାରିଖ ଦିନ ଆୟୋଜିତ ହେବାକୁ ଯାଉଛି । ଏଥିପାଇଁ ବିଜିଉ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଦିନ ବିଭିନ୍ନ ବିଭାଗର ୩୧୦ ଜଣ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରାଯିବ । ଏଥିରେ ୨୦୩ ଜଣ ଅଣସ୍ନାତକ ଓ ୧୦୭ ଜଣ ସ୍ନାତକୋତ୍ତର ଛାତ୍ରଛାତ୍ରୀ ଅଛନ୍ତି ।
#ArgusNews #bguuniversity #convocationceremony #Bhubaneswar #Odisha