ରାଜ୍ୟରେ ବଢୁଛି ଆକ୍ଟିଭ ରୋଗୀଙ୍କ ସଂଖ୍ୟା। ଗତ କିଛି ଦିନ ହେବ ରାଜ୍ୟରେ ସଂକ୍ରମଣ ସ୍ଥିର ରହିଛି । କିନ୍ତୁ ଆକ୍ଟିଭ କେସ କିଛି ପରିମାଣରେ ବଢିଛି । ବର୍ତ୍ତମାନ ଆକ୍ଟିଭ କେସ ୬୨୯ ରହିଛି । ଲକ୍ଷଣ ଥିବା ଲୋକଙ୍କ ଠାରୁ ଦୂରେଇ ରହିବାକୁ ଜନ ସ୍ଵାସ୍ଥ୍ୟ ନିର୍ଦେଶକ ପରାମର୍ଶ ଦେଇଛନ୍ତି ।
#ArgusNews #covidpositive #Covid19 #niranjanmishra #HealthMinister #Odisha