#ତୃତୀୟ_ଲହର_ଆରମ୍ଭ_ଆଶଙ୍କା
କେରଳ ଓ ମହାରାଷ୍ଟ୍ରରୁ ଦୈନିକ କେବଳ ୫୩ ପ୍ରତିଶତ ଆକ୍ରାନ୍ତ ଚିହ୍ନଟ ଏବେ ଚିନ୍ତା ବଢାଇଛି । ଏହା ବାଦ୍ ୬୦ ରୁ ଅଧିକା ଜିଲ୍ଲାରେ ଟିପିଆର୍ ୧୦ ପ୍ରତିଶତ ଉପରେ ଥିବା ଏହାର ଲକ୍ଷଣ ବୋଲି କୁହାଯାଉଛି । ଆଉ ଏହାରି ଭିତରେ ପର୍ଯ୍ୟଟନ ସ୍ଥଳୀ ଗୁଡ଼ିକରେ ଲୋକଙ୍କ ଭିଡ ।
#ArgusNews #Odisha #ArguNewsTV #corona #COVID19 #corona3rdwave