#ପୁଣି_ମୁଣ୍ଡ_ଟେକିଲାଣି_କୋରୋନା
#ଫେରିବ_କି_ଚତୁର୍ଥ_ଲହର ?
ଦେଶରେ ଗତ 24 ଘଣ୍ଟାରେ ୫୮୮୦ ନୂଆ କେସ୍। ମୁକାବିଲା ପାଇଁ ଦେଶବ୍ୟାପୀ ହସ୍ପିଟାଲରେ ହେଲା ମକଡ୍ରିଲ୍ । ବିଶେଷଜ୍ଞଙ୍କ ଆକଳନ ମାସେ ଭିତରେ ଆସିପାରେ ପିକ୍ । ସେପଟେ, ରାଜ୍ୟରେ ବଢୁଛି ସକ୍ରିୟ ରୋଗୀଙ୍କ ସଂଖ୍ୟା । ଟୀକାକରଣ ବଢାଇବାକୁ ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପରାମର୍ଶ ।
#ArgusNews #coronavirus #mockdrills #coronasubvariantXBB1 #CoronaUpdate #Covid19