ରାଜ୍ୟ ସରକାରଙ୍କ ପୋଷା ପୁଅ ପାଲଟିଛି ପିସି ରାକ୍ଷସ
ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ନାଁରେ 500 କୋଟିର ଦୁର୍ନିତି ଅଭିଯୋଗ । ସୂଚନା ଅଧିକାରର ତଥ୍ୟ ଖୋଲିଦେଲା ସରକାରଙ୍କ ପୋଲ୍ । ପିସି ଷ୍ଟପ୍ ନୁହେଁ ପିସି ମଷ୍ଟ ଗୋ ଅନ ପାଇଁ ଖୋଲାଯାଇଥିଲା ବାଟ ।
#corruption #allegations #engineers #stategovt #PC #Odisha #ArgusNews