୫ଟି ବିଦ୍ୟାଳୟ ରୂପାନ୍ତରଣରେ ୫କୋଟି ଟଙ୍କାର ଦୁର୍ନିତୀ !
ବାମ, ଡାହଣ କରି ଲୁଟିନେଇଛନ୍ତି ୫କୋଟି ଟଙ୍କା । ୫ ଟିର ଧଜ୍ୟା ଉଡିଛି ବାଲେଶ୍ବର ଜିଲ୍ଲାରେ । ନକଲି ବିଲ୍, ନକଲି ସମାଗ୍ରୀ ନାଁରେ ସରକାରୀ କର୍ମଚାରୀ ଓ ଠିକାଦର ମିଶି ଲୁଟିଛନ୍ତି କୋଟି କୋଟି ଟଙ୍କା । କାହିକିଁ ଜାଣି ଶୁଣି ଚୁପ୍ ବସିଛନ୍ତି ବାଲେଶ୍ବର ଜିଲ୍ଲାପାଳ । ଅସାଧୁ କର୍ମଚାରୀଙ୍କୁ ସୁରକ୍ଷା ଦେଉଛନ୍ତି କି ଜିଲ୍ଲାପାଳ ?
#ArgusNews #5TSchool #Modification #Corruption #OdishaGovt #Odisha