ଦେବଗଡ ପୌରପରିଷଦରେ ଦୁର୍ନୀତିର ଲମ୍ବା ଚିଠା । ତଦନ୍ତ ପାଇଁ ଆନ୍ଦୋଳନକୁ ଓହ୍ଲାଇଛନ୍ତି ନିର୍ବାଚିତ ୭ ଜଣ କାଉନସିଲର । ୧୫ ଦଫା ଦାବି ନେଇ ୧୧ଦିନ ହେଲା ଧାରଣା । ସମାଧାନ କରିବାରେ ଫେଲ ମାରିଛି ଜିଲ୍ଲା ପ୍ରଶାସନ ।
#corruption #DeogarhMunicipalCouncil #investigation #hungerstrike #fraud #ArgusNews